ବଡ଼ ପଦକ୍ଷେପ ପାଇଁ ମୋଦୀଙ୍କ ପ୍ରସ୍ତୁତି, ଲକ୍‌ଡାଉନ୍‌ ବଢ଼ିବା ନେଇ ନିଷ୍ପତ୍ତି ୧୦ ପରେ

ସୋନିଆ, ମମତା, ମନମୋହନଙ୍କୁ ଫୋନ୍‌, ପ୍ରଣବ, ପ୍ରତିଭାଙ୍କ ସହ ମଧ୍ୟ ଆଲୋଚନା କଲେ ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ବହୁତ ବଡ଼ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ପ୍ରସ୍ତୁତି ଚଳାଇଛନ୍ତି। ଦେଶବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଥିବା ବେଳେ ଆଗକୁ ମଧ୍ୟ ପ୍ରତିକାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ସମସ୍ତ … Continue reading ବଡ଼ ପଦକ୍ଷେପ ପାଇଁ ମୋଦୀଙ୍କ ପ୍ରସ୍ତୁତି, ଲକ୍‌ଡାଉନ୍‌ ବଢ଼ିବା ନେଇ ନିଷ୍ପତ୍ତି ୧୦ ପରେ